Bajra Mahakali Brata Katha - Summary
ଏକ ଗବ୍ୟଅନ୍ତରେ ସାଧବ ଘର ଥିଲା । ତାହାର ଅନେକ ସମ୍ପର୍ଷ । ସାଧବାଣୀ ସାତ ପୁଅ ସାତ ବୋହୂ ଘେନ ଘର କରୁଥାଏ । କେତେ ଦିନ ଉତ୍ତାରୁ ଅଗ୍ନି ନମାସ ଅମବାସୀ। ହେଲ । ସାଧବାଣୀ ବୋହୂମାନଙ୍କୁ କହିଲ ଅନ ଥର । ଅମାବସ୍ୟା, ବ? ମହାକାଳୀଙ୍କ ବ୍ରତ, ଘର ଦାର ଲପେ ସ୍ଥା କବି ଝୋଟି ତଥ୍ୟ । ଏହା ଶୁଣି ବୋହୂମାନେ ଲସା ପୋସ୍ଟ କଲେ, ଝୋଟି ଦେଲେ, ଗୁଜ୍ଜ୍ବଳ ଗହମ ବନ୍ଧୁ ଗୁଇଲେ । ଦୁବ ସାତଗୋଟି କଲେ, ହଳଦି, ସାତଗୋଟି କଲେ ଅରୁଆ ଭୃତ୍ତଳ ସାତଗୋଟି କଲେ। ସୁବର୍ଣ୍ଣର ପୁସ୍ତା ଗଢ଼ାଇ ଅଣଲେ ଜ୍ଞାନ ବନ୍ଧକୁ ଶାଶୁ କହଲ ରୁଜ୍ଜଳ କ୍ଷଣି କର ରଖ, ଚ ନାø ହେବ । ଏହା ଶୁଣି ସାନ ବୋହୂ ରୁଭଲ ସ୍ଥଣିବାକୁ ଗଲ ।, ଗରୁ ଗନ୍ଧୁ ଦୁଇଗୋଟି ଭଳି ଗୁଣ୍ଡରେ ପକାଇ ଦେଲା ।
କାହାରକୁ ଜଣା ନାହିଁ ସେ ସମୟରେ ବକ ମହାକାଳୀ ଦେବୀ ବାହାର ହୋଇକର ପାହାର ହାତ ଧରି ପକାଇଲେ ନଲେ ରୁଣ୍ଡାଳ, ମୋ ଅଦୃଶିଆ ଅଇଁଠା କରି ଭୋ ଶାକୁ କହିବ । ସାଧବଘର ବୋହୂ କହିଲା ମାଗୋ ମୁ ନଳ ଦୋଷ କଲା । ମୋର ଅପରଧ କ୍ଷମାକର, ମତେ ମା’ । ୬ ଜ୍ଞ କରିବ ତାହା ମୁଁ ଆପଣଙ୍କୁ ଦେବ । ମୋ ଶାଶୁ ଏହା ଶୁଣ ବଜ୍ର ମହାକାଳ
Bajra Mahakali Brata Katha
Download the Bajra Mahakali Brata Katha in PDF format using the link given below.